ସତ୍ୟ ଆପଣଙ୍କ ଜୀବନ ବଦଳାଇପାରେ
ସତ୍ୟ ଆପଣଙ୍କ ଜୀବନ ବଦଳାଇପାରେ ଈଶ୍ୱର ଯିଏ କେବଳ ସତ୍ୟ କହନ୍ତି ଆପଣଙ୍କୁ “ଅନନ୍ତ ଜୀବନ” ଦେବାର ଆଶା ଦେଇଛନ୍ତି ।—ଯୋହନ ୩:୧୬.
ଆପଣଙ୍କୁ କʼଣ କରିବାକୁ ପଡ଼ିବ ?
ଈଶ୍ୱରଙ୍କ ବାକ୍ୟରେ ଦିଆଯାଇଥିବା ସତ୍ୟ ଜାଣନ୍ତୁ ।—ଯୋହନ ୧୭:୩, ୧୭.
ଈଶ୍ୱରଙ୍କ ଆଜ୍ଞା ମାନିବା ପାଇଁ ନିଷ୍ପତ୍ତି ନିଅନ୍ତୁ । —ଦ୍ୱିତୀୟ ବିବରଣ ୩୦:୧୯, ୨୦.
ଈଶ୍ୱରଙ୍କ ନିର୍ଦ୍ଦେଶଗୁଡ଼ିକୁ ମାନନ୍ତୁ ।—ଯାକୁବ ୧:୨୫.
ସାରା ଦୁନିଆରେ ଯିହୋବାଙ୍କ ସାକ୍ଷୀମାନଙ୍କୁ ବାଇବଲରୁ ସତ୍ୟ ଶିଖି ଲାଭ ହୋଇଛି । ସେମାନେ ଆପଣଙ୍କୁ ବି ଏହି ସତ୍ୟ ଶିଖାଇପାରିବେ ।
ଏବିଷୟରେ ଅଧିକ ଜାଣିବା ପାଇଁ ଆପଣ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକା ପଢ଼ିପାରିବେ । ଏହାକୁ ଯିହୋବାଙ୍କ ସାକ୍ଷୀମାନେ ପ୍ରକାଶିତ କରିଛନ୍ତି । ଏହା www.jw.org. ୱେବସାଇଟ୍ରେ ମଧ୍ୟ ଉପଲବ୍ଧ ଅଛି ।