ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • wp20 ସଂ ୧ ପୃଷ୍ଠା ୧୬
  • ସତ୍ୟ ଆପଣଙ୍କ ଜୀବନ ବଦଳାଇପାରେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସତ୍ୟ ଆପଣଙ୍କ ଜୀବନ ବଦଳାଇପାରେ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୦
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଆପଣଙ୍କୁ କʼଣ କରିବାକୁ ପଡ଼ିବ ?
  • ଭବିଷ୍ୟତ ବିଷୟରେ ଆପଣ କʼଣ ଭାବନ୍ତି?
    ଭବିଷ୍ୟତ ବିଷୟରେ ଆପଣ କʼଣ ଭାବନ୍ତି?
  • ମୃତ ଲୋକମାନେ ପୁଣିଥରେ ଜୀବିତ ହୋଇ ପାରିବେ କି ?
    ମୃତ ଲୋକମାନେ ପୁଣିଥରେ ଜୀବିତ ହୋଇ ପାରିବେ କି ?
  • ସୁଖୀ ପରିବାରର ରହସ୍ୟ କʼଣ?
    ସୁଖୀ ପରିବାରର ରହସ୍ୟ କʼଣ?
  • ଦୁଃଖକଷ୍ଟ କେବେ ସମାପ୍ତି ହେବ କି ?
    ଦୁଃଖକଷ୍ଟ କେବେ ସମାପ୍ତି ହେବ କି ?
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୦
wp20 ସଂ ୧ ପୃଷ୍ଠା ୧୬

ସତ୍ୟ ଆପଣଙ୍କ ଜୀବନ ବଦଳାଇପାରେ

ସତ୍ୟ ଆପଣଙ୍କ ଜୀବନ ବଦଳାଇପାରେ ଈଶ୍ୱର ଯିଏ କେବଳ ସତ୍ୟ କହନ୍ତି ଆପଣଙ୍କୁ “ଅନନ୍ତ ଜୀବନ” ଦେବାର ଆଶା ଦେଇଛନ୍ତି ।—ଯୋହନ ୩:୧୬.

ଆପଣଙ୍କୁ କʼଣ କରିବାକୁ ପଡ଼ିବ ?

ଜଣେ ଯୁବା ମହିଳା କ୍ୟାଫେରେ ବସି ନିଜ ଇଲେକ୍ଟ୍‌ରୋନିକ୍‌ ଉପକରଣରେ ବାଇବଲ ପଢ଼ୁଛନ୍ତି ।
  • ଈଶ୍ୱରଙ୍କ ବାକ୍ୟରେ ଦିଆଯାଇଥିବା ସତ୍ୟ ଜାଣନ୍ତୁ ।—ଯୋହନ ୧୭:୩, ୧୭.

  • ଈଶ୍ୱରଙ୍କ ଆଜ୍ଞା ମାନିବା ପାଇଁ ନିଷ୍ପତ୍ତି ନିଅନ୍ତୁ । —ଦ୍ୱିତୀୟ ବିବରଣ ୩୦:୧୯, ୨୦.

  • ଈଶ୍ୱରଙ୍କ ନିର୍ଦ୍ଦେଶଗୁଡ଼ିକୁ ମାନନ୍ତୁ ।—ଯାକୁବ ୧:୨୫.

ସାରା ଦୁନିଆରେ ଯିହୋବାଙ୍କ ସାକ୍ଷୀମାନଙ୍କୁ ବାଇବଲରୁ ସତ୍ୟ ଶିଖି ଲାଭ ହୋଇଛି । ସେମାନେ ଆପଣଙ୍କୁ ବି ଏହି ସତ୍ୟ ଶିଖାଇପାରିବେ ।

ଏବିଷୟରେ ଅଧିକ ଜାଣିବା ପାଇଁ ଆପଣ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକା ପଢ଼ିପାରିବେ । ଏହାକୁ ଯିହୋବାଙ୍କ ସାକ୍ଷୀମାନେ ପ୍ରକାଶିତ କରିଛନ୍ତି । ଏହା www.jw.org. ୱେବସାଇଟ୍‌ରେ ମଧ୍ୟ ଉପଲବ୍ଧ ଅଛି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ