ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ସେପ୍ଟେମ୍ବର ପୃଷ୍ଠା ୧୧
  • ଭାଇଭଉଣୀଙ୍କ ସାହାଯ୍ୟ ନିଅନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଭାଇଭଉଣୀଙ୍କ ସାହାଯ୍ୟ ନିଅନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ପ୍ରଶ୍ନ ପଚାରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ହୃଦୟ ଛୁଇଁବାକୁ ଚେଷ୍ଟା କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ିବା ପାଇଁ ଶିଖାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଯିହୋବାଙ୍କଠାରେ ପ୍ରାର୍ଥନା କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ସେପ୍ଟେମ୍ବର ପୃଷ୍ଠା ୧୧

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ | ପ୍ରଚାର ସେବାରେ ଆହୁରି ଖୁସି ପାଆନ୍ତୁ

ଭାଇଭଉଣୀଙ୍କ ସାହାଯ୍ୟ ନିଅନ୍ତୁ

ଯିହୋବା ଆମକୁ ସାହାଯ୍ୟ କରିବା ପାଇଁ ‘ସାରା ଜଗତରେ’ ଭାଇଭଉଣୀମାନଙ୍କୁ ଦେଇଛନ୍ତି । (୧ପିତ ୫:୯) ସେମାନେ ପ୍ରଚାରରେ ଆସୁଥିବା ସମସ୍ୟା ଓ ବାଧାଗୁଡ଼ିକୁ ପାର କରିବାରେ ଆମକୁ ସାହାଯ୍ୟ କରିପାରିବେ । ପାଉଲଙ୍କୁ ମଧ୍ୟ ଆକ୍ୱିଲା, ପ୍ରୀସ୍କିଲ୍ଲା, ଶୀଲା ଓ ତୀମଥିଙ୍କ ଭଳି ଭାଇଭଉଣୀମାନଙ୍କଠାରୁ ସାହାଯ୍ୟ ମିଳିଥିଲା ।—ପ୍ରେରି ୧୮:୧-୫.

ଭାଇଭଉଣୀ ଆପଣଙ୍କୁ ଭଲ ପରାମର୍ଶ ଦେଇପାରିବେ ଯେ ଆପଣ କଥାବାର୍ତ୍ତାରେ ଆସୁଥିବା ବାଧାକୁ କିପରି ପାର କରିପାରିବେ, ପୁନଃସାକ୍ଷାତ କିପରି କରିପାରିବେ, ବାଇବଲ ଅଧ୍ୟୟନ କିପରି ଆରମ୍ଭ କରିପାରିବେ ଏବଂ ତାକୁ ଜାରି ରଖିପାରିବେ । (୧କରି ୩:୬) ଯଦି ଆପଣଙ୍କୁ ପ୍ରଚାରର କୌଣସି ମାମଲାରେ ସାହାଯ୍ୟ ଦରକାର, ତାହେଲେ ଭାବନ୍ତୁ ଯେ ଆପଣଙ୍କ ମଣ୍ଡଳୀର କେଉଁ ଭାଇ କିମ୍ବା ଭଉଣୀ ଆପଣଙ୍କୁ ସାହାଯ୍ୟ କରିପାରିବେ । ତାʼପରେ ତାଙ୍କୁ ସାହାଯ୍ୟ ମାଗନ୍ତୁ । ଏଥିରୁ ଆପଣ ଦୁହିଁଙ୍କୁ ଲାଭ ଏବଂ ଖୁସି ମିଳିବ ।—ହିତୋ ୨୭:୧୭; ଫିଲିପ୍‌ ୧:୨୫.

ଶିଷ୍ୟ କରିବା କାମରୁ ଖୁସି ପାଆନ୍ତୁ—ଯିହୋବାଙ୍କ ସାହାଯ୍ୟ ନିଅନ୍ତୁ—ଆମ ଭାଇଭଉଣୀ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • “ଶିଷ୍ୟ କରିବାର କାମରେ ଖୁସି ପାଆ​—⁠ଯିହୋବାଙ୍କ ସାହାଯ୍ୟ ନିଅ​—⁠ଆମ ଭାଇଭଉଣୀ” ଭିଡିଓର ଦୃଶ୍ୟ । ନୀତା ଓ ଏକ ଭଉଣୀ ନତା ସହିତ ବାଇବଲ ଅଧୟନ କରୁଛନ୍ତି ।

    ନୀତା ନମ୍ରତାଙ୍କୁ ସଭାରେ ଆସିବାର ପ୍ରୋତ୍ସାହନ ଦେବା ପାଇଁ କʼଣ କଲେ ?

  • “ଶିଷ୍ୟ କରିବାର କାମରେ ଖୁସି ପାଆ​—⁠ଯିହୋବାଙ୍କ ସାହାଯ୍ୟ ନିଅ​—⁠ଆମ ଭାଇଭଉଣୀ” ଭିଡିଓର ଦୃଶ୍ୟ । ଅବିଗେଲ ନୀତାଙ୍କ ସହିତ ନତାର ଘରକୁ ଯାଇଛନ୍ତି । ଅବିଗେଲ ନତାଙ୍କୁ କଛନ୍ତି ଯେ ଥମେ ସେ ସଂଗୀତ ବଜାଇବା ବ୍ୟାଣ୍ଡ ରେ ଥିଲି ।

    ଆମେ ଭାଇଭଉଣୀମାନଙ୍କୁ ବାଇବଲ ଅଧ୍ୟୟନରେ କାହିଁକି ନେବା ଉଚିତ୍‌ ?

  • “ଶିଷ୍ୟ କରିବାର କାମରେ ଖୁସି ପାଆ​—⁠ଯିହୋବାଙ୍କ ସାହାଯ୍ୟ ନିଅ​—⁠ଆମ ଭାଇଭଉଣୀ” ଭିଡିଓର ଦୃଶ୍ୟ । ନୀତା ଓ ଏକ ଭଉଣୀ ନତା ସହିତ ବାଇବଲ ଅଧୟନ କରୁଛନ୍ତି ।

    ଜଣେ ବ୍ୟକ୍ତିର ଶିଷ୍ୟ ହେବା ପଛରେ ମଣ୍ଡଳୀର ହାତ ଥାଏ

    ନମ୍ରତା ଓ ଅବିଗେଲ ଦୁହିଁଙ୍କୁ କେଉଁ କଥାରେ ଆଗ୍ରହ ଥିଲା ?

  • ଭାଇଭଉଣୀଙ୍କଠାରୁ ଆପଣ ପ୍ରଚାରର କେଉଁ କେଉଁ ଦକ୍ଷତା ଶିଖିପାରିବେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ